Paperback(Oriya-language Edition)

$16.00 
  • SHIP THIS ITEM
    Qualifies for Free Shipping
  • PICK UP IN STORE
    Check Availability at Nearby Stores

Related collections and offers


Overview

ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ 'The Unbearable Lightness of Being' ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।

"ହାଲୁକା ମଣିଷ'- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।


Product Details

ISBN-13: 9781645602279
Publisher: BLACK EAGLE BOOKS
Publication date: 11/21/2021
Edition description: Oriya-language Edition
Pages: 312
Product dimensions: 5.50(w) x 8.50(h) x 0.70(d)
Language: Oriya

About the Author

About The Author
ଚେକ୍ ଗଣ ରାଜ୍ୟରେ ଜନ୍ମିତ ମିଲନ୍ କୁନ୍ଦେରା (୧୯୨୯) ସାହିତ୍ୟରେ କୁହୁକ ବାସ୍ତବବାଦ ଧାରାର ଅନ୍ୟତମ ଲେଖକ । 'The unbearable Lightness of Being', 'The Joke', 'The Book of Laughter', 'Life is Elsewhere' ଇତ୍ୟାଦି ତାଙ୍କର ସଫଳ ସୃଷ୍ଟି । ୧୯୭୫ ମସିହାରେ ଚେକୋସ୍ଲୋଭାକିଆର କମ୍ୟୁନିଷ୍ଟ ସରକାର ତାଙ୍କୁ ଫ୍ରାନ୍‌ସକୁ ନିର୍ବାସିତ କରିଥିଲେ ଓ ତାଙ୍କର ବହିଗୁଡ଼ିକୁ ମଧ୍ୟ ନିଷେଧ କରାଯାଇଥିଲା । ଏଇ ମାତ୍ର ୨୦୧୯ରେ ପୁଣି ତାଙ୍କୁ ଚେକ୍ ନାଗରିକତ୍ୱ ଫେରାଇ ଦିଆଯାଇଛି । ଚରିତ୍ରର ବାହ୍ୟ ରୂପାୟନ ଅପେକ୍ଷା ଶବ୍ଦର ପ୍ରୟୋଗରେ ତୃତୀୟ ପୁରୁଷ ବର୍ଣ୍ଣନା ମାଧ୍ୟମରେ ଚରିତ୍ର ଚିତ୍ରଣ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ ।

Hometown:

Paris, France

Date of Birth:

April 1, 1929

Date of Death:

July 11, 2023

Place of Birth:

Brno, Czechoslovakia

Place of Death:

Paris, France

Education:

Undergraduate degree in philosophy, Charles University, Prague, 1952
From the B&N Reads Blog

Customer Reviews