Hajila Geetara Sura
Paperback
$16.00
Premium Members save an extra 10% and all Members collect stamps to save with Rewards. 10 stamps = $5.Learn More
Select a store to view item availability.
ହଲବା, ମାଟିଆ, କୋୟା, ବଣ୍ଡା, କନ୍ଧ ଓ ଭୂମିଆ ସଂପ୍ରଦାୟର ଆଦିବାସୀମାନଙ୍କ ପରିବାରର କେହି ରାତିରେ ମରିଗଲେ ତା'ର ଶବକୁ ପରଦିନ ସକାଳ ପର୍ଯ୍ୟନ୍ତ ସଂସ୍କାର ନିମନ୍ତେ ରଖନ୍ତି। ଅନ୍ୟପକ୍ଷରେ ଘର ଭିତରେ ଶବ ରହିଥିବାବେଳେ ଘରଲୋକେ ନିଦରେ ଶୋଇବା ମନା। ଘରର ଲୋକଙ୍କୁ ଚିଆଁଇ ରଖିବା ଲାଗି ଗୀତକୁଡ଼ିଆ ଓ ଗୀତକୁଡ଼ିଆଣୀ ରାତିସାରା ବିଭିନ୍ନ କଥାନି ଗାଇଥାନ୍ତି। ଏହି କଥାନିରେ ମୃତ୍ୟୁ ଚେତନା, ଜୀବନର କ୍ଷଣଭଙ୍ଗୁରତା, ବିଭିନ୍ନ ପୁରାଣର ଆଖ୍ୟାନ ସହ ମୃତ ବ୍ୟକ୍ତିର ଗୁଣାବଳିର ବର୍ଣ୍ଣନା ରହିଥାଏ। ଏଭଳି କଥାନି ଗାଉଥିବା ଗୀତକୁଡ଼ିଆଣୀ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର। ଅନ୍ୟପକ୍ଷରେ ଡଙ୍ଗରିଆ କନ୍ଧ ସଂପ୍ରଦାୟ ପାଇଁ କ...






















