Kalajayee Odia Kabita
Paperback
$18.00
Premium Members save an extra 10% and all Members collect stamps to save with Rewards. 10 stamps = $5.Learn More
Select a store to view item availability.
କବିତା ହେଉଛି ବାସ୍ତବତାର କଳାତ୍ମକ ଅଭିବ୍ୟକ୍ତି । ସେ ଯୁଦ୍ଧ ହେଉ କି ପ୍ରେମ, ବିରାଗ ହେଉ କି ସମ୍ମୋହନ, ସ୍ୱପ୍ନ ହେଉକି ବାସ୍ତବତା, ଦୁଃଖ ହେଉକି ସୁଖ, ମୋହ ହେଉକି ମୁକ୍ତି - ସବୁର ନିର୍ମମ ବାସ୍ତବତାକୁ ଯେଉଁ କବି ନିଜେ ଚିହ୍ନି ଅନ୍ୟକୁ ଚିହ୍ନେଇ ଦେବା ସହିତ ସାର୍ବକାଳିକ ସତ୍ୟର ପ୍ରତିଷ୍ଠା ଦିଏ ତାର ଶବ୍ଦଶକ୍ତି ମାଧ୍ୟମରେ ସେତେବେଳେ ତା'ର କବିପଣ ସାର୍ଥକ ହୋଇଯାଏ ଏବଂ ସେହି ସୃଷ୍ଟି କାଳଜୟୀ ସୃଷ୍ଟି ଭାବରେ ଆଦୃତି ଲାଭ କରେ । ମଣିଷର ଜୀବନ ହିଁ ଏ କବିତାର ଶାଶ୍ୱତ ପୁଞ୍ଜି । ସମୟର ବିବର୍ତ୍ତିତ ଧାରାରେ ନାନା ଚିନ୍ତାଚେତନାର ସଂଘର୍ଷରେ ବିଶ୍ୱ ଯେତେବେଳେ କଡ ଲେଉଟାଏ, ସେତେବେଳେ ସମାଜ, ସଂସ୍କୃତି,...






















